ମୋଦୀଙ୍କ ନୂତନ କ୍ୟାବିନେଟର ପ୍ରଥମ ବୈଠକ

ମନ୍ତ୍ରୀଙ୍କୁ ମିଳିଲା ମନ୍ତ୍ରଣାଳୟ, ଗରିବଙ୍କ ପାଇଁ ୩ କୋଟି ଘର ନିର୍ମାଣ ଘୋଷଣା ନୂଆଦିଲ୍ଲୀ: ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମବାର ତାଙ୍କ ନୂତନ କ୍ୟାବିନେଟ ସହିତ ପ୍ରଥମ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଅନ୍ତର୍ଗତ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଗରିବଙ୍କ ପାଇଁ ୩ … Continue reading ମୋଦୀଙ୍କ ନୂତନ କ୍ୟାବିନେଟର ପ୍ରଥମ ବୈଠକ